0 Comment
ଭୁବନେଶ୍ୱର : କୋଭିଡର ନୂଆ ଭାରିଆଣ୍ଟ ନେଇ ଚିନ୍ତା ପ୍ରକାଶ ପାଇଥିବା ବେଳେ ସବୁ ରାଜ୍ୟକୁ ଆଲର୍ଟ କରିଛନ୍ତି କେନ୍ଦ୍ର ସରକାର। ଡିସେମ୍ବର ୩ ତାରିଖ ପରଠାରୁ ଓଡ଼ିଶାରେ କୋରୋନାର ଗୋଟିଏ ବି ମାମଲା ରିପୋର୍ଟ ହୋଇନଥିଲେ ମଧ୍ୟ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ । କୋଭିଡ ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଆବଶ୍ୟକ ପଡି଼ଲେ କୋଭିଡ... Read More