0 Comment
କେନ୍ଦୁଝର, ଗୋନାସିକା କେନ୍ଦୁଝର ମହୋତ୍ସବ ୨୦୨୩ ର ଦ୍ଵିତୀୟ ସନ୍ଧ୍ୟାରେ ଇନ୍ଦ୍ରଧନୁର କଳାକାରମାନେ ନିଜର ନୃତ୍ୟ ପ୍ରଦର୍ଶନ ଦ୍ଵାରା ଉପସ୍ଥିତ ଦର୍ଶକମାନଙ୍କ ମନକୁ ଜିଣିପାରିଛନ୍ତି ଏବଂ ଇନ୍ଦ୍ରଧନୁର ଛାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଭୂୟସୀ ପ୍ରଶଂସା କରାଯାଇଥିଲା । ଓଡ଼ିଶୀ ନୃତ୍ୟ ଗଙ୍ଗା ତରଙ୍ଗ ଏବଂ ନୃତ୍ୟ ଅଭିନୟ ଦ୍ରୌପଦୀ ବିଷୟ ଦ୍ଵାରା ଦର୍ଶକ ମାନଙ୍କ ମନ ଆଉ ହୃଦୟରେ ଇନ୍ଦ୍ରଧନୁର ରଙ୍ଗ ଛିଟା ମାରିଥିଲେ। ନୃତ୍ୟ ପ୍ରଦର୍ଶନ କରିଥିଲେ ଅନୁଷ୍ଠାନର ମୋନାଲିସା, ଦେବସ୍ମିତା, ଶ୍ରାବଣୀ, ପ୍ରଜ୍ଞା,... Read More