0 Comment
ଭୁବନେଶ୍ୱର : ଖୋଲୁଛି ସନ୍ଦିଗ୍ଧ ଆତଙ୍କୀ ସୟଦ ଇସାନୀ ବୁଖାରୀର ଗୁମର । ୫ଦିନିଆ ରିମାଣ୍ଡରେ ଆଣି ଚାଲିଛି ଝାଳବୁହା ଜେରା । ପ୍ରଥମ ଦିନରେ ବୁଖାରୀକୁ ଗୁଡେଇ ତୁଡେଇ ଜେରା କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ପ୍ରଥମ ଦିନରେ ୨୦ ପ୍ରଶ୍ନ କରିଥିଲା ଏସଟିଏଫ ଓ ଆଇବି ଟିମ୍ । ଟେରର ଫଣ୍ଡିଂ, ଟେରର ଲିଙ୍କ୍, ଲଭ୍ ଜିହାଦ ନେଇ ଜେରା ବେଳେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। କେବଳ ଏତିକି ନୁହେଁ ପାକିସ୍ତାନ, ନେପାଳ... Read More