0 Comment
ନୂଆଦିଲ୍ଲୀ : ଆଜି ପୁଣି ୪୯ ଲୋକସଭା ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ଓମ ବିର୍ଲା । ପ୍ରବଳ ହଟ୍ଟଗୋଳ ଯୋଗୁ ଆଜି ଦ୍ବିତୀୟ ଦିନରେ ୪୯ ବିରୋଧୀ ସାଂସଦ ପାର୍ଲାମେଣ୍ଟରୁ ସସପେଣ୍ଡ । ତେବେ ଏଯାବତ ମୋଟ ୧୪୧ ସାଂସଦଙ୍କୁ ନିଲମ୍ବନ କରାଗଲାଣି । ଏହା ସହିତ ଲୋକସଭାରେ ଚାଲିଥିବା ଶୀତକାଳୀନ ଅଧିବେଶନ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ଏମାନଙ୍କ ମଧ୍ୟରେ ସୁପ୍ରିୟା ସୁଲେ, ମନୀଷ ତିଓ୍ଵାରୀ, ଶଶି ଥରୁର, ମହମ୍ମଦ ଫୈସଲ,... Read More