0 Comment
ନୂଆଦିଲ୍ଲୀ : ଲୋକସଭା ପରେ ରାଜ୍ୟସଭାରୁ ୩୪ ବିରୋଧୀ ସାଂସଦଙ୍କୁ ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ପ୍ରମୋଦ ତିୱାରୀ, ଜୟରାମ ରମେଶ, କେସି ଭେନୁଗୋପାଳ, ରାମନାଥ ଠାକୁର, ମନୋଜ ଝା, ରାମଗୋପାଳ ଯାଦବ, ଜାଭେଦ ଅଲି ଖାନ, ମହୁଆ ମାଜି, ଶାନ୍ତନୁ ସେନ ପ୍ରମୁଖ ଅଛନ୍ତି। ସେହିପରି ସମୀରୁଲ ଇସଲାମ, କନିମୋଝି, ଫୟାଜ ଅହମ୍ମଦ, ଅଜିତ କୁମାର, ନାରାୟଣ ଭାଇ ଜେଠୱା, ରଞ୍ଜିତ୍ ରଞ୍ଜନ, ରଣଦୀପ ସୁରଜେୱାଲା, ରଜନୀ ପାଟିଲ, ଏମ୍.... Read More