0 Comment
ଭୁବନେଶ୍ବର – ଯାଜପୁର ଜିଲ୍ଲାରୁ ଧରାପଡ଼ିଥିବା କାଶ୍ମୀରର ବହୁରୂପୀ ଠକ ସୟିଦ ଇଶାନ ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ଆଜି କୋର୍ଟ ରିମାଣ୍ଡ ପାଇଁ ଅନୁମତି ଦେଇପାରନ୍ତି । ବୁଖାରୀର ଆଇଏସଏସ ସହ ଯୋଗାଯୋଗ ନେଇ ଖୋଳତାଡ଼ କରାଯିବ ।ରିମାଣ୍ଡରେ ନେବାପରେ ଆକାଉଣ୍ଟସ ନେଇ ଛାନଭିନ କରାଯିବ । ବୁଖାରୀର ୬ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯିବା ଯୋଜନା ରହିଛି । ପାକିସ୍ତାନର ଦୁଇ ସନ୍ଦିଗ୍ଧଙ୍କୁ କରାଯାଇଥିବା ମେସେଜରୁ ପୁରା... Read More