0 Comment
ଫୁଲବାଣୀ – ଯୋଡାମୁଣ୍ଡ ଶିଶୁ ଜଗାକୁ ପରୀକ୍ଷା ନିରୀକ୍ଷା କରିବା ପାଇଁ ନୂଆଦିଲ୍ଲୀ ଏମ୍ସରୁ ଜଣିକିଆ ଡାକ୍ତରୀ ଦଳ ଆଜି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵତନ୍ତ୍ର କ୍ୟାବିନରେ ପହଞ୍ଚି ଜଗାକୁ ପରୀକ୍ଷା କରିଛନ୍ତି। ଏମ୍ସ ନୂଆଦିଲ୍ଲୀର ସ୍ନାୟୁ ଶଲ୍ୟ ବିଶେଷଜ୍ଞ ଡାକ୍ତର ଦୀପକ ଗୁପ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଡିଏମଓ ଏବଂ ଅନ୍ୟ ଡାକ୍ତରଙ୍କ ସହିତ ଆଲୋଚନା କରିବା ପରେ ଜଗାର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ। ଜଗାର ଦ୍ଵିତୀୟ ପର୍ଯ୍ୟାୟ ଅପରେସନ ସମୟ ହୋଇଯାଇଥିବା କହିଛନ୍ତି... Read More