0 Comment
ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭେଦ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ। ସେ କହିଛନ୍ତି, ଏହି ଘଟଣା ପଛର କାରଣ ହେଉଛି ବେକାରୀ ଏବଂ ଦରବୃଦ୍ଧି ଭଳି ସମସ୍ୟା । ସଂସଦ ସୁରକ୍ଷା ତ୍ରୁଟି ଘଟଣାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧୀ ଏଭଳି କହିଛନ୍ତି। ସେ କହିଛନ୍ତି, “ସୁରକ୍ଷାରେ ତ୍ରୁଟି ଦେଖାଦେଇଛି, କିନ୍ତୁ ଏହା କାହିଁକି ଘଟିଲା? ସବୁଠୁ ବଡ଼ ପ୍ରସଙ୍ଗ ହେଉଛି ବେକାରୀ ସମସ୍ୟା, ଯାହା ନେଇ ସାରା ଦେଶରେ ଅଶାନ୍ତି ଦେଖାଦେଇଛି... Read More