0 Comment
ଭୁବନେଶ୍ୱର : ଆଜି ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ତମ ପ୍ରତିଷ୍ଠା ଦିବସ । ମହାଆଡମ୍ବରରେ ପାଳନ ହେବାକୁ ଥିବା ଏହି ଉତ୍ସବ ପାଇଁ ସରିଛି ସବୁ ପ୍ରସ୍ତୁତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ କଟକ ମେୟର, ସାଂସଦ, ବିଧାୟକ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସ୍କୁଲରୁ ବାହାରିଥିବା ଅନେକ ଛାତ୍ରୀ... Read More