0 Comment
ନୂଆଦିଲ୍ଲୀ: ବିଦେଶୀ ସଂସ୍ଥା ଗୁଡ଼ିକ ଉପରେ ନିର୍ଭରଶୀଳତା କମାଇବା ପାଇଁ ଭାରତ ସରକାର ନିଜସ୍ବ କାର୍ ସେଫ୍ଟି ରେଟିଂ ଆରମ୍ଭ କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଆଜି ଏହି ନୂଆ ସ୍ଵଦେଶୀ କାର୍ ରେଟିଂ ସିଷ୍ଟମ ‘ଭାରତ ନ୍ୟୁ କାର୍ ଆସେସମେଣ୍ଟ ପ୍ରୋଗ୍ରାମ (ବିଏନସିଏପି)ର ଶୁଭାରମ୍ଭ କରିଛନ୍ତି। ଏହି ସେଫ୍ଟି ରେଟିଂ ପ୍ରୋଗ୍ରାମ୍ ସହ କମ୍ପାନୀଗୁଡିକ ନିଜ ଯାନର ସୁରକ୍ଷା ମାନ ଏବଂ ଗୁଣବତ୍ତାରେ ଉନ୍ନତି ଆଣିବେ ବୋଲି ଆଶା... Read More