0 Comment
ଭୁବନେଶ୍ୱର : ସୂଚନା ଅଧିକାର କର୍ମୀ କହି ଲୋକଙ୍କୁ ବ୍ଲାକମେଲ ଘଟଣାରେ ମାଷ୍ଟରମାଇଣ୍ଡ କାହ୍ନୁଚରଣ ପ୍ରଧାନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ପୂର୍ବରୁ କିଶୋର ମିଶ୍ର ନାମକ ଜଣେ ନକଲି ଆରଟିଆଇ କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଗିରଫ କାହ୍ନୁଚରଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା କାରବାର ହୋଇଥିବା ଜଣାପଡିଛି । ଅଭିଯୁକ୍ତଙ୍କ ନିକଟରୁ କିଛି ବ୍ୟାଙ୍କ ପାସବୁକ ଓ ଏଟିଏମ ଜବତ ହୋଇଛି । ନିଜକୁ ଆରଟିଆଇ କର୍ମୀର ପରିଚୟ ଦେଇ ସରକାରୀ କର୍ମଚାରୀଙ୍କୁ... Read More