0 Comment
ନୂଆଦିଲ୍ଲୀ : ଗୃହ ଅଧ୍ୟକ୍ଷଙ୍କୁ ଅସମ୍ମାନ ଅଭିଯୋଗରେ ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଏନଙ୍କୁ ଚଳିତ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି। ନିୟମ ୨୬୭ ଅଧୀନରେ ମଣିପୁର ଉପରେ ଆଲୋଚନା କରିବାକୁ ଲଗାତାର ଦାବି କରୁଥିବା ଡେରେକ ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧରଖରଙ୍କ ମଧ୍ୟରେ ନିକଟରେ ଉଚ୍ଚବାଚ ହୋଇଥିଲା। ମଣିପୁର ଉପରେ ଡେରେକ ବାରମ୍ବାର ଆଲୋଚନା କରିବାକୁ ଦାବି କରୁଥିବା ନେଇ ଅଧ୍ୟକ୍ଷ ପ୍ରଥମେ ତାଙ୍କୁ ଚେତାବନୀ ଦେଇଥିଲେ । ଏହା ପରେ କେନ୍ଦ୍ରମନ୍ତ୍ରୀ... Read More