0 Comment
ନୂଆଦିଲ୍ଲୀ : ଅମୃତ ଭାରତ ଷ୍ଟେସନ ଯୋଜନାରେ ଦେଶର ୫୦୮ ରେଳ ଷ୍ଟେସନର ହେବ ଉନ୍ନତିକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଏହି ସବୁ ରେଳ ଷ୍ଟେସନର ଉନ୍ନତିକରଣର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ୨୪ ହଜାର ୪୭୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହାକୁ ନେଇ ମୋଦି ଟ୍ଵିଟ୍ କରି କହିଛନ୍ତି, ୨୫ ହଜାର କୋଟି ଟଙ୍କାର ପୁନର୍ବିକାଶ କାର୍ଯ୍ୟକ୍ରମ ରେଲୱେର ଭିତ୍ତିଭୂମି କ୍ଷେତ୍ରରେ ଏକ... Read More