0 Comment
ଗୁରୁଗ୍ରାମ: ହରିୟାଣାର ନୁହରେ ହିଂସା ପରେ ଜିଲ୍ଲାରେ ସ୍ଥାନୀୟ ପ୍ରଶାସନ ଆଜି ବେଆଇନ ନିର୍ମାଣରେ ବୁଲଡୋଜର ଚଲାଇଛି । ନାଲହାଡ ମେଡିକାଲ କଲେଜ ନିକଟରେ ପ୍ରାୟ ୪୫ଟି ଦୋକାନ ଘର ଭଙ୍ଗାଯାଇଛି । ନୁହର ଜିଲ୍ଲା ଟାଉନ୍ ପ୍ଲାନର୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ନାଲହାଡ ମେଡିକାଲ୍ ରୋଡରେ ବେଆଇନ ଭାବେ ଦୋକାନ ଘର ନିର୍ମାଣ ହୋଇଥିଲା । ପ୍ରାୟ ୪୫ଟି ଏପରି ବେଆଇନ ଦୋକାନ ନିର୍ମାଣ କରାଯାଇଛି। କେବଳ ବେଆଇନ ନିର୍ମାଣ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ... Read More