0 Comment
କେନ୍ଦୁଝର, ଲଘୁଚାପ ଜନିତ ବର୍ଷାରେ ନୂଆଗାଁ ପଞ୍ଚାୟତରେ ବହୁ କ୍ଷୟକ୍ଷତି ଘଟିଛି।ପନି ପରିବା ସମେତ ଧାନ ଫସଲ ଏବଂ ବାସଗୃହ ଭାଙ୍ଗି ରୁଜି ଯାଇଛି।ଫଳରେ ସମସ୍ୟା ରେ କ୍ଷତିଗ୍ରସ୍ତ ପରିବାର ରହୁଛନ୍ତି।ବିସ୍ତାପାଳ ଗ୍ରାମର ଲକ୍ଷଣ ନାଏକ ଙ୍କ ଦୁର୍ବଳ ଘର ଟି ଲଗାଣ ବର୍ଷାରେ ଭାଙ୍ଗି ଯାଇଛି।ରୋଷେଇବାସ ଶୋଇବା ରହିବା ପାଇଁ ଦମ୍ପତି ସମେତ ପୁଅ ତିନି ପ୍ରାଣୀ ଏବେ ଭାରି ହଇରାଣ ହେଉଛନ୍ତି।ଲକ୍ଷ୍ମଣ ଅତି ଗରିବ ଶ୍ରେଣୀର ହୋଇଥିବା ରୁ ପକ୍କା ଘର ନିର୍ମାଣ କରିବାକୁ... Read More