0 Comment
ବାରାଣସୀ: ଆହ୍ଲାବାଦ ହାଇକୋର୍ଟଙ୍କ ସବୁଜ ସଙ୍କେତ ପରେ ଜ୍ଞାନବାପି ମସଜିଦରେ ଶୁକ୍ରବାର ଠାରୁ ପୁଣି ଏଏସ୍ଆଇ ସର୍ଭେ ଆରମ୍ଭ ହୋଇଛି | ଏଥିପାଇଁ ମସଜିଦ୍ ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହା ପୂର୍ବରୁ ଜିଲ୍ଲା କୋର୍ଟର ନିର୍ଦ୍ଦେଶ କ୍ରମେ ଏଏସଆଇ ମସଜିଦର ସର୍ଭେ ଆରମ୍ଭ କରିଥିଲା । କିନ୍ତୁ ଏହା ବିରୋଧରେ ମୁସଲିମ ପକ୍ଷ ସୁପ୍ରିମକୋର୍ଟ ଯିବା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ହାଇକୋର୍ଟ ଏହି ସର୍ଭେକୁ ଅନୁମତି ଦେଇଛନ୍ତି ।... Read More