0 Comment
ପାଟନା: ବିହାରରେ ଜାତି ଭିତ୍ତିକ ଜନଗଣନା ଉପରୁ ରୋକ୍ ହଟିଛି। ଏହି ଜନଗଣନା ବିରୋଧରେ ସବୁ ଆବେଦନକୁ ପାଟନା ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟଙ୍କ ଏହି ରାୟ ସହ ନୀତୀଶ ସରକାର ବର୍ତ୍ତମାନ ରାଜ୍ୟରେ ଜାତିଗତ ଜନଗଣନା ପୁନଃ ଆରମ୍ଭ କରିବାକୁ ସବୁଜ ସଙ୍କେତ ପାଇଛନ୍ତି। ଆବେଦନକାରୀମାନେ ଏବେ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି । ଜାତି ଭିତ୍ତିକ ଜନଗଣନାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକାଧିକ ଆବେଦନ ଉପରେ ପାଟନା ହାଇକୋର୍ଟ ମୁଖ୍ୟ... Read More