0 Comment
ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ଶୋଭାଯାତ୍ରା ବେଳେ ହରିୟାଣାର ନୁହରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ରାଜ୍ୟର ଅନ୍ୟ ୪ ଜିଲ୍ଲାକୁ ବ୍ୟାପିଛି । ହିଂସାରେ ଏପର୍ଯ୍ୟନ୍ତ ମୋଟ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ନୁହ ଜିଲ୍ଲାର ମେୱାଟ ସହର ସହ ନିକଟସ୍ଥ ଅଞ୍ଚଳ ଗୁଡ଼ିକରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଗୁରୁଗ୍ରାମ ସମେତ ହିଂସା ପ୍ରଭାବିତ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଇଣ୍ଟରନେଟ ସେବା ବନ୍ଦ ରହିଛି। ହିଂସା ପ୍ରଭାବିତ... Read More