0 Comment
ଇସ୍ଲାମାବାଦ : ପାକିସ୍ତାନ ଖୈବର ପଖତୁନ୍ଖ୍ୱାର ବଜୋର ଜିଲ୍ଲା ଖରରେ ହୋଇଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି। ଏନେଇ ଖୈବର ପଖତୁନଖ୍ୱାରର ସ୍ୱାସ୍ଥ୍ୟମନ୍ତ୍ରୀ ରିଆଜ ଅନୱାର ରବିବାର ବିଳମ୍ବିତ ରାତିରେ ଗଣମାଧ୍ୟମ ଏଏଫ୍ପିକୁ ସୂଚନା ଦେଇଛନ୍ତି। ୧୦୦ରୁ ଅଧିକ ଆହତ ହୋଇଥିବା ସେ ସୂଚନା ଦେଇଛନ୍ତି। ଏହି ବିସ୍ଫୋରଣରେ ୧୦ କେଜି ବିସ୍ଫୋରକ ବ୍ୟବହାର କରାଯାଇଥିଲା ବୋଲି ଖୈବର ପଖତୁନ୍ଖ୍ୱାର ଆଇଜି ଅଖତର ହୟାତ ଖାନ କହିଛନ୍ତି। ରବିବାର ଉତ୍ତର ପଶ୍ଚିମ ପାକିସ୍ତାନରେ... Read More