0 Comment
ନବରଙ୍ଗପୁର, (ସରୋଜ କୁମାର ବେହେରା)ଖାଉଟି ମାନଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି ଟମାଟୋ। ଘାଣ୍ଟ ହେଉ ଅବା ମାଛ ବେସର ହେଉ ଯେ କୌଣସି ତରକାରୀରେ ଟମାଟୋ ନ ଥିଲେ ପାଟିକୁ ଅରୁଚିକର। ଅନ୍ୟପଟେ ଟମାଟୋ ଆଣିବାକୁ ପ୍ରତ୍ୟେକ ଗୃହିଣୀଙ୍କ ତାଗିଦ୍ ରହୁଥିବା ସମୟରେ ପକେଟ୍ ଚିନ୍ତା ଘାରୁଚି ମୁରବିଙ୍କୁ। ହୁତୁ ହୂତୁ ହୋଇ ଟମାଟୋ ଦର ବୃଦ୍ଧି ହୋଇ ନବରଙ୍ଗପୁର ବଜାରର ଚଢ଼ା ଦରର ପରିବା ପ୍ରଥମ ସ୍ଥାନ ଅଧିକାର କରିଛି।୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ... Read More