0 Comment
କେନ୍ଦୁଝର, (ନିପ୍ର) ଓଡିଶା ରେ ସମସ୍ତ ପ୍ରାଇଭେଟ ସ୍କୁଲ କୁ ୨୦୦୪ ରେ ବ୍ଳକ ଗ୍ରାଣ୍ଟ କରାଯିବା ପରେ ୨୦୨୨ ରେ ଗ୍ରାଣ୍ଟ ଇନ୍ ଏଡ଼୍ ବ୍ୟବସ୍ଥା ଲାଗୁ କରି ସପ୍ତମ ବେତନ କମିସନ୍ ଲାଗୁ କରାଯାଇଥିଲା, କିନ୍ତୁ ୨୦୦୪ ରୁ ବ୍ଳକ୍ ଗ୍ରାଣ୍ଟ ପାଇଥିବା ଶିକ୍ଷକ ଅବସର ନେବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ପେନ୍ସନ ଓ ଗ୍ରାଚୁଟି ପାଇଁ ଅନେକ ଥର ସରକାରୀ ସ୍ତରରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ... Read More