0 Comment
ଝାରସୁଗୁଡ଼ା : ଝାରସୁଗୁଡା ପଞ୍ଚପଡାର ଏକ ହୋଟେଲରେ ପୋଲିସ ଚଢ଼ାଉ କରି ସେକ୍ସ ରାକେଟ ଠାବ କରିଛି। ହୋଟେଲରୁ ୧୪ ଜଣ ପୁରୁଷ ଗ୍ରାହକଙ୍କୁ ଗିରଫ କରିଥିବା ବେଳେ ୧୩ ଜଣ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି । ଝାରସୁଗୁଡା ଟାଉନ ଥାନା ପୋଲିସ ହୋଟେଲରେ ଚଢ଼ାଉ କରିଥିଲା । ସୂଚନା ଯେ, ଝାରସୁଗୁଡ଼ା ପଞ୍ଚପଡ଼ାର ଏକ ହୋଟେଲରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ ପୋଲିସ ବିଳମ୍ବିତ ରାତିରେ... Read More