0 Comment
ନୂଆଦିଲ୍ଲୀ: ମଣିପୁରର ଭାଇରାଲ ଭିଡ଼ିଓ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷରେ ମୁହଁ ଖୋଲିଛନ୍ତି । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୁରୁବାର ସଂସଦରେ ପହଞ୍ଚି ସେ ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମଣିପୁରରେ ଘଟଣାରେ ମୁଁ ସ୍ତବ୍ଧ। ଏହି ଘଟଣାରେ ସମଗ୍ର ମାନବ ସମାଜ ପାଇଁ ଲଜ୍ଜାଜନକ | ୧୪୦ କୋଟି ଦେଶବାସୀ ଏହି ଘଟଣାରେ ଲଜ୍ଜିତ ଅନୁଭବ... Read More