0 Comment
ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଅନୁଷ୍ଠିତ ବିରୋଧୀଙ୍କ ଦୁଇ ଦିନିଆ ବୈଠକରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କାହିଁକି ଶୀଘ୍ର ଫେରି ଆସିଲେ ସେନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି | ନୀତିଶ କୁଆଡ଼େ କିଛି ପ୍ରସଙ୍ଗରେ ଅସନ୍ତୁଷ୍ଟ ଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏପରିକି ବିରୋଧୀ ମେଣ୍ଟର ନାଁ ‘ଇଣ୍ଡିଆ’ ରଖିବାକୁ ସେ ରାଜି ହୋଇନଥିଲେ ବୋଲି କୁହାଯାଉଛି | ବୈଠକ ପରେ ସେ ସାମ୍ବାଦିକ ସମ୍ମିଳନୀରେ ଯୋଗ ନଦେଇ ଫେରି ଯାଇଥିଲେ ।... Read More