0 Comment
ଭୁବନେଶ୍ୱର : ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀଙ୍କ ବିବାଦର ସମାଧାନ ହେଲାନି । ଶେଷରେ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂକୁ ଅନିର୍ଦ୍ଦିଷ୍ଟକାଳ ଯାଏ ବନ୍ଦ କରିଦିଆଯାଇଛି । ପ୍ରତିବାଦରେ ଆଜିଠୁ ୧୬୫ ବ୍ୟବସାୟୀ ଧାରଣାରେ ବସିବେ ବୋଲି ପ୍ରକାଶ କରିଛନ୍ତି । ଭୁବନେଶ୍ୱରର ସବୁଠୁ ଜନଗହଳିପୂର୍ଣ୍ଣ ମାର୍କେଟ ବିଲ୍ଡିଂ । ଏଠାକୁ ମାର୍କେଟିଂ କରିବା ପାଇଁ ଭୁବନେଶ୍ୱରର ସବୁ ଦିଗରୁ ଲୋକେ ଆସିଥାନ୍ତି । ସର୍ବଦା ଭିଡ ଏଠାରେ ଦେଖିବାକୁ ମିଳିଥାଏ । ଦୋକାନୀଙ୍କ... Read More