0 Comment
ଗୁଆହାଟି: ରାଜ୍ୟରେ ପନିପରିବା ଦର ବୃଦ୍ଧି ପାଇଁ ଆସାମ ସରକାର ମୁସଲମାନ ସମ୍ପ୍ରଦାୟକୁ ଦାୟୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ସର୍ମା କହିଛନ୍ତି ଯେ ଗୁଆହାଟୀରେ ମିଆଁ ମୁସଲମାନ ମାନଙ୍କୁ ପନିପରିବା ଓ ‘ମସଲା’ ବିକ୍ରି କରିବାକୁ ଅନୁମତି ଦିଆଯିବ ନାହିଁ। ତାଙ୍କର ଏପରି ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତ ପରିବା ବିକ୍ରେତା ଦର ବଢ଼ାଉଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମିଆଁ ଲୋକ (ମୁସଲିମ) । ଆସାମ ମୁଖ୍ୟମନ୍ତ୍ରୀଙ୍କ... Read More