0 Comment
ନୂଆଦିଲ୍ଲୀ : ବେହାଲ ଦିଲ୍ଲୀ ସ୍ଥିତି । ଯମୁନା ନଦୀ ଯୋଗୁ ଦିଲ୍ଲୀ ଏବେ ଭାସୁଛି। ବୁଡିଛି ବଡବଡ କୋଠା । ଭିଆଇପି ଏରିଆ ଜଳାର୍ଣ୍ଣବ । ୧୯୭୮ ପରେ ରାଜଧାନୀରେ ସବୁଠାରୁ ବଡ଼ ବନ୍ୟା । ଯମୁନା ନଦୀରେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର । ରାଜଧାନୀର ଭିଆଇପି ଅଞ୍ଚଳଠୁ ନେଇ ଗଳିକନ୍ଦି ସବୁଠି ଜମିଛି ନଦୀପାଣି । ଐତିହାସିକ ଲାଲକିଲ୍ଲାରେ ମଧ୍ୟ ପଶିଛି ଯମୁନା ଜଳ । ତଳିଆ ଅଞ୍ଚଳ ଗୁଡିକ ଜଳାର୍ଣ୍ଣବ... Read More