0 Comment
ବଲାଙ୍ଗିର : ପ୍ରେମିକାକୁ ପାଇବା ପାଇଁ ହତ୍ୟାକାଣ୍ଡ । ଜଣେ ପ୍ରେମିକାକୁ ଦୁଇ ପ୍ରେମିକ । ପ୍ରେମିକା କାହାର ? ଏଥିପାଇଁ ଦୁଇ ପ୍ରେମିକଙ୍କ ମଧ୍ୟରେ ଗଣ୍ଡଗୋଳ । ବଲାଙ୍ଗିର ଜିଲ୍ଲା ଅଇଁଲା ଚୁଆଗାଁର ରଜତ ପ୍ରଧାନ ହତ୍ୟାକାଣ୍ଡ ଘଟଣାର ପର୍ଦାଫାଶ କରିଛି ପୋଲିସ । ପ୍ରଥମରୁ ଏହା ଏକ ଆତ୍ମହତ୍ୟା କୁହାଯାଉଥିଲେ ବି ବଲାଙ୍ଗିର ସଦର ପୋଲିସ ଏହା ଏକ ହତ୍ୟାକାଣ୍ଡ ବୋଲି କହିଛି । ୬ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ଗତ... Read More