0 Comment
ମେଷ: ମନରେ ଅଜ୍ଞାତ ଭୟ ବାସ କରିବ। ଶିକ୍ଷା ସମ୍ବନ୍ଧରେ ଏକ ଖୁସି ଖବର ମିଳିବ। ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ପ୍ରେମୀ ଠାରୁ ବହୁତ କିଛି ଆଶା କରିବା ବ୍ୟର୍ଥ। ବୃଷ: ଧାର୍ମିକ ଏବଂ ଆର୍ଥିକ ମାମଲାରେ ସଫଳତା ମିଳିବ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ। ଜୀବନରେ କିଛି ଚ୍ୟାଲେଞ୍ଜ ଆସିବାର ସମ୍ଭାବନା ଅଛି। ମିଥୁନ: ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ, ତଥାପି ମନ ବିବ୍ରତ ରହିବ। ବନ୍ଧୁତା... Read More