0 Comment
ବାରିପଦା – ଅଧାପୋଡା ମଣିଷ ଶବରୁ ଶବ ପୋଡ଼ିଲା ମାଂସ ବାହାର କରି ଖାଇଛନ୍ତି ଦୁଇ ବ୍ୟକ୍ତି । ଏଭଳି କୁତ୍ସିତ ଘଟଣା ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ ଘଟିଛି । ଶବରୁ ମାଂସ ଖାଇଥିବା ଦୁଇଜଣଙ୍କୁ ଅଟକ ରଖିଛି ପୋଲିସ। ବଡ଼ସାହି ଥାନା ବୀରେଶ୍ୱରପୁର ପଞ୍ଚାୟତ ଦାନ୍ତୁଣି ଗାଁର ଯୁବତୀ ଟୁନି ସିଂଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଗତକାଲି ବାରିପଦାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା। ଗତକାଲି ଗାଁ ଶ୍ମଶାନରେ ଯୁବତୀଙ୍କ... Read More