0 Comment
ଘଟଗାଁ : ରେଳ ଲାଇନ୍ ପାର ହେବା ବେଳେ ହାତୀ ପଲଙ୍କୁ ଧକ୍କା ଦେଲା ଟ୍ରେନ୍ । ମାଲବାହୀ ଟ୍ରେନ୍ ଧକ୍କାରେ ଯାଇଛି ୨ ମାଈ ହାତୀଙ୍କ ଜୀବନ । ଗୋଟିଏ ହାତୀ ଗୁରୁତର ହୋଇଛି । କେନ୍ଦୁଝର ଜିଲ୍ଲା ଦୈତାରି ରେଞ୍ଜ ଅନ୍ତର୍ଗତ ଟାଙ୍ଗରିଆପାଳ ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ହାତୀପଲ ରେଳ ଧାରଣା ପାର ହେଉଥିଲେ । ଏତିକିବେଳେ ଟାଙ୍ଗରିଆପାଳ ଷ୍ଟେସନ୍ ନିକଟ ଆମ୍ବଧରା ନାଳ ଏବଂ... Read More