0 Comment
ନୂଆଦିଲ୍ଲୀ : ବାହାଘରରୁ ଫେରୁଥିବା ସମୟରେ ଚାଲିଗଲା ଜୀବନ । ଆନ୍ଧ୍ରପ୍ରଦେଶର ପ୍ରକାସମର ଦର୍ସି ନିକଟରେ କେନାଲକୁ ଖସିପଡିଲା ବସ୍ । ଦୁର୍ଘଟଣାରେ ୭ ଜଣଙ୍କର ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ବାଳକ ରହିଥିବା ବେଳେ ଅନ୍ୟ ୧୫ ଜଣ ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ ପ୍ରକାସମ ଜିଲ୍ଲାର ଦର୍ସି ନିକଟରେ ବସ୍ ସାମ୍ନାକୁ କିଛି ହଠାତ୍ ଆସିଯିବାରୁ ଡ୍ରାଇଭର ବସ୍କୁ ବାମ... Read More