0 Comment
ଭୁବନେଶ୍ୱର : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଚଳଚଞ୍ଚଳ ଶୈବପୀଠ । ଓମ୍ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବ ମନ୍ଦିର । ମହାଦେବଙ୍କୁ ଜଳଲାଗି କରିବା ପାଇଁ ଶିବାଳୟରେ କାଉଡିଆଙ୍କ ଭିଡ଼ ଲାଗିଛି । ଏଥିପାଇଁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ବୋଲବମ୍ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଯୋଡ଼ା ମାସ ହେତୁ ଆଜି ଓ ଆସନ୍ତା ୧୭ ତାରିଖ ଏବଂ ଅଗଷ୍ଟ ମାସ ୨୧ ଓ ୨୮ ତାରିଖ ସୋମବାର... Read More