0 Comment
ନୂଆଦିଲ୍ଲୀ : କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ଏନଆଇଏ ବିଦେଶରେ ବସିଥିବା ଖାଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ପଦକ୍ଷେପ ନେଇଛନ୍ତି। ଏଥିରେ ଆଉ ୨୧ ଆତଙ୍କବାଦୀଙ୍କ ନାମ ମୋଷ୍ଟ ୱାଣ୍ଟେଡ ସୂଚୀରେ ସ୍ଥାନିତ କରିଛନ୍ତି। ଏନଆଇଏ ୱେବ୍ ସାଇଟ୍ରେ ଏହି ଆତଙ୍କବାଦୀମାନଙ୍କ ଫଟୋ ନାମ ସହିତ ପକା ଯାଇଛି। ସୂଚୀରେ ଲକ୍ଷବୀର ସିଂହ ଲଣ୍ଡା, ମନଦୀପ ସିଂହ, ସତନାମ ସିଂହ ଓ ଅମରିକ ସିଂହ ସମେତ କାନାଡା, ଆମେରିକା ଓ ପାକିସ୍ତାନରେ ରହୁଥିବା ଆତଙ୍କବାଦୀମାନଙ୍କ ନାମ ଓ ଫଟୋ ରହିଛି।... Read More