0 Comment
ଭୁବନେଶ୍ୱର : ପ୍ରକାଶ ପାଇଲା ଯୁକ୍ତ ୨ର ପ୍ରଥମ କଟ ଅଫ ତାଲିକା । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି ମେରିଟ ଲିଷ୍ଟ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି ରେଭେନ୍ସା। ବିଜ୍ଞାନରେ ୯୧.୬୭%, ବାଣିଜ୍ୟରେ ୭୯.୨୦ ଓ କଳାରେ ୮୦ ପ୍ରତିଶତ ରହିଛି। ଗତ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଆଗରେ ରହିଛି ରେଭେନ୍ସା। ଏଫ୍ଏମ କଲେଜର ବିଜ୍ଞାନ କଟ୍ଅଫ ମାର୍କ ରହିଛି ୯୦%। ୮୯% କଟ୍ଅଫ ମାର୍କ... Read More