0 Comment
ବରଗଡ଼ : ଚାଷୀଙ୍କ ଆଖିରେ ଏବେ ଆଖିଏ ସ୍ବପ୍ନ। ପଶ୍ଚିମ ଓଡିଶାର ଭାତହାଣ୍ଡି ଭାବେ ପରିଚିତ ହୀରାକୁଦ ସେଚାଞ୍ଚଳର କଳେବର ବନ୍ଧ ନିର୍ମାଣ ୬ଦଶନ୍ଧି ପରେ ପୁଣି ବିରାଟ ଆକାର ଧରିବାକୁ ଯାଉଛି। ଦଶନ୍ଧ ଦଶନ୍ଧି ଧରି ସୁଖିଲା ପଡିଥିବା ଟାଙ୍ଗରା ଭୂଇଁ ଏବେ ଶସ୍ୟଶ୍ୟାମଳା ହେବାକୁ ଯାଉଛି। ବରଗଡ ଜିଲ୍ଲାର ବହୁ ପ୍ରତୀକ୍ଷିତ ଗଙ୍ଗାଧର ସେଚ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ମାତ୍ର ୫ ବର୍ଷ ଭିତରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହାର ନିର୍ମାଣ କାମ ଶେଷ... Read More