0 Comment
ମୁମ୍ଵାଇ : ବର୍ତ୍ତମାନ ଟ୍ୱିଟର ୟୁଜର୍ସଙ୍କ ପାଇଁ ଏକ ନୂଆ ନିୟମ ଆସିଛି। ଏଲନ୍ ମସ୍କ ଏନେଇ ନିଷ୍ପତ୍ତି ନେଇଛନ୍ତି ଯେ ବର୍ତ୍ତମାନଠାରୁ ଯଦି କେହି ଟ୍ୱିଟ୍ ଦେଖିବାକୁ ଚାହାଁନ୍ତି। ତେବେ ତାଙ୍କୁ ପ୍ରଥମେ ଟ୍ୱିଟରରେ ଲଗ୍ଇନ୍ କରିବାକୁ ପଡିବ। ଟ୍ୱିଟରର ୱେବ୍ ଭର୍ସନ ଅଧୀନରେ, ୟୁଜର୍ସମାନେ ଆଉ ଲଗ୍ଇନ୍ ବିନା ଟ୍ୱିଟ୍ ଦେଖିପାରିବେ ନାହିଁ । ସମସ୍ତ ସିଧାସଳଖ ସାଇନ୍ ଅପ୍ ପେଜ୍କୁ ରିଡାରେକ୍ଟ କରିବେ। ହେଲେ ବର୍ତ୍ତମାନ ଏହା ବିଷୟରେ ସୂଚନା ଦିଆଯାଇଛି ଯେ... Read More