0 Comment
ନୂଆଦିଲ୍ଲୀ : ଦିଲ୍ଲୀ ଏୟାରପୋର୍ଟରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ୨୨ଟି ଜୀବନ୍ତ ଗୁଳି ଓ ଏକ ଖାଲି ବନ୍ଧୁକ ଜବତ କରାଯାଇଛି । ରବିବାର ପୋଲିସ ମହିଳାଙ୍କୁ ଗିରଫ କରିବା ସହିତ ମାମଲାର ଯାଞ୍ଚ କରୁଛି । ଖବର ମୁତାବକ, ଅକାସା ବିମାନରେ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏହି ମହିଳାଙ୍କ ନିକଟରୁ ୨୨ ଜୀବନ୍ତ ଗୁଳି ଓ ଏକ ଖାଲି ବନ୍ଧୁକ ଜବତ କରିବା ସହିତ ମହିଳାଙ୍କୁ ଗିରଫ କରିଛି ପୋଲିସ... Read More