0 Comment
ନୂଆଦିଲ୍ଲୀ: ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ବା ସମାନ ନାଗରିକ ସଂହିତା ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ୟୁସିସି ଉପରେ ବିଲ୍ ଆଣିବାକୁ ମୋଦୀ ସରକାର ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ଏହି ଅଧିବେଶନରେ ସଂସଦରେ ସମାନ ନାଗରିକ ସଂହିତା ବିଲ୍ ଆଗତ କରାଯବ ବୋଲି ସୂତ୍ରରୁ ପ୍ରକାଶ। ଏହି ବିଲ୍ ସଂସଦୀୟ କମିଟି ନିକଟକୁ ମଧ୍ୟ ପଠାଯିବା ସମ୍ଭାବନା ରହିଛି । ୨୦୨୪ ନିର୍ବାଚନ... Read More