0 Comment
ନବରଙ୍ଗପୁର, ନବରଙ୍ଗପୁର ଜିଲ୍ଲାର ସମସ୍ତ ବିଧାୟକ ସାଂସଦ ଏବଂ ନିର୍ବାଚିତ ପ୍ରତିନିଧି ସମେତ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଆଜି ସ୍ଥାନୀୟ ମିଶନ ଶକ୍ତି ବୈଠକ ହଲରେ ଅନୁଷ୍ଠିତ ହୋଇଥିଲା ଦିସା ବୈଠକ। ପ୍ରାରମ୍ଭରେ ଏହି ବୈଠକରେ ସାଂସଦ ରମେଶ ମାଝି, ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରି, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ସମସ୍ତ ବିକାସ ମୂଳକ କାର୍ଯ୍ୟର ସମୀକ୍ଷା ଚାଲିଥିଲା। ଏହି ବୈଠକରେ ସାଂସଦ ସ୍ୱାସ୍ଥ୍ୟ ବିଭାଗ... Read More