0 Comment
ଆନନ୍ଦପୁର : ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲା ଘର । ମା’ ଓ ପୁଅ ଗୁରୁତର ହୋଇଥିବା ବେଳେ ଝିଅ ଆହତ ହୋଇଛନ୍ତି । ଉପଖଣ୍ଡ ଘସିପୁରା ଥାନା ହାତିବନ୍ଧା ଗାଁରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ହାତିବନ୍ଧା ଗାଁର ଶତୃଘ୍ନ ଖଟୁଆ ଙ୍କ ଘରେ ଆଜି ସକାଳୁ ଏଭଳି ଘଟଣା ଘଟିଛି । ସକାଳୁ ସକାଳୁ ଚା’ କରିବାକୁ ଗ୍ୟାସ୍ ଚୁଲାରେ ନିଆଁ ଲଗାଇବା ବେଳେ... Read More