0 Comment
ଭୁବନେଶ୍ୱର : ଗତ ବୁଧବାର ବିଳମ୍ବିତ ରାତିରେ ଝାରପଡ଼ାରେ ଗୁଳିକାଣ୍ଡ । ପୋଲିସ ସାମ୍ନାରେ ଗୁଳିମାଡ଼ କଲା ଦୁର୍ବୁତ୍ତ । ଗୋଟିଏ ବନ୍ଧୁକ ଜବତ ହୋଇଥିବା ଜଣାପଡିଛି । ଝାରପଡ଼ାର ଶିଖର ଜେନା ଓ ତାଙ୍କ ପୁଅ ରିଙ୍କୁ ଜେନାଙ୍କ ଉପରେ ଅତର୍କିତ ଗୁଳିମାଡ଼ ହୋଇଛି । ଗୁଳିମାଡରେ ଦୁଇ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଜଣଙ୍କ ଗୋଡରେ ଗୁଳି ବାଜିଥିବା ଜଣାପଡିଛି । ଜଗନ୍ନାଥ ନଗର ଲେନ ୱାନ ସ୍ଥିତ ପ୍ରଜାପତି... Read More