0 Comment
ବ୍ରହ୍ମପୁର – ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ରେଞ୍ଜରଙ୍କ ଘର ଓ ଅଫିସରେ ଚଢ଼ାଉ ଚାଲିଛି । ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡି କାର୍ଯ୍ୟାଳୟରୁ ବ୍ରହ୍ମପୁର ଫେରୁଥିବା ବେଳେ ତାଙ୍କ ଗାଡ଼ି ଅଟକାଇ ଯାଞ୍ଚ କରିଥିଲା ଭିଜିଲାନ୍ସ । ଗାଡ଼ିରୁ ନଗଦ ଦେଢ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଟଙ୍କା... Read More