0 Comment
ନୂଆଦିଲ୍ଲୀ: ମଣିପୁରରେ ଜାରି ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ସେ ଟ୍ୱିଟ୍ କରି ଲେଖିଛନ୍ତି, “ଖବର ରହିଛି ଯେ ଶେଷରେ ଗୃହମନ୍ତ୍ରୀ ମଣିପୁର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଛନ୍ତି। ଗତ ୫୫ ଦିନ ଧରି ମୋଦୀ ମଣିପୁର ଉପରେ ପଦୁଟିଏ ବି କହି ନାହାଁନ୍ତି। ସମଗ୍ର ଦେଶ ତାଙ୍କ ‘ମଣିପୁର କି ବାତ୍’ ଶୁଣିବାକୁ ଅପେକ୍ଷା କରିଛି। ”... Read More