0 Comment
ଧର୍ମଗଡ଼ : କଳାହାଣ୍ଡିରେ ପୁଣି ଛତିଶଗଡ ଏସଟିଏଫର ଚଢ଼ାଉ । ୬ଟି ଦେଶୀ ବନ୍ଧୁକ ସହ ଧନୁତୀର ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି । ଖବର ଅନୁଯାୟୀ, ଦକ୍ଷିଣବନଖଣ୍ଡ ଧର୍ମଗଡ ରେଞ୍ଜ ଖଲିଗଡ଼ ଅଞ୍ଚଳରେ ବେଆଇନ ବନ୍ଧୁକ ତିଆରି ଚାଲିଥିବା ଖବର ପାଇଥିଲା ଏସଟିଏଫ । ଏହି ବନ୍ଧୁକ ଛତିଶଗଡର ଶିକାରୀ ମାନଙ୍କୁ ଚାଲାଣ ହେଉଥିଲା । କଳାହାଣ୍ଡି ବନ ବିଭାଗ ଏବଂ ଛତିଶଗଡ ଏସଟିଏଫ ଖାଲିଗଡ଼ ଗାଁରେ ଚଢାଉ କରିଥିଲେ l ଚଢ଼ାଉ... Read More