0 Comment
ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ କ୍ଷମତା ପ୍ରତି ଦେଖାଦେଇଥିବା ବିପଦ ଟଳିଛି । ପୁଟିନ ଓ ଦେଶର ପ୍ରାଇଭେଟ୍ ଆର୍ମି ତଥା ‘ୱାଗନର୍ ଗ୍ରୁପ୍’ର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ମଧ୍ୟରେ ବୁଝାମଣା ହୋଇଛି । ରୁଷର ସରକାରୀ ଗଣମାଧ୍ୟମ ଅନୁଯାୟୀ ୱାଗନର୍ ଗ୍ରୁପ୍ର ମୁଖ୍ୟ ୟେଭେଗେନି ପ୍ରିଗୋଜିନ୍ ରୁଷ ଛାଡ଼ି ବେଲାରୁଷ ଯିବେ । ବେଲାରୁଷ ହେଉଛି ରୁଷର ଘନିଷ୍ଠ ସହଯୋଗୀ । ରିପୋର୍ଟ ଅନୁଯାୟୀ, ରକ୍ତପାତ ରୋକିବା ପାଇଁ ୟେଭେଗେନି ପ୍ରିଗୋଜିନ୍ ଏବଂ ତାଙ୍କ... Read More