0 Comment
ବାରଙ୍ଗ : ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନିଆଁ । ଡିପାର୍ଟମେଣ୍ଟ ଅଫ୍ ଷ୍ଟାଟିଷ୍ଟିକ୍ ରେ ନିଆଁ ଲାଗିଥିବା ସୂଚନା । ଷ୍ଟାଟିଷ୍ଟିକ୍ ବିଭାଗରେ ସର୍ଟ ସର୍କିଟ ଯୋଗୁଁ ଲାଗିଥିଲା ନିଆଁ । ୩୦ ମିନିଟ୍ରୁ ଅଧିକ ସମୟ ଧରି ଜଳିଥିଲା ନିଆଁ । ଜଳିଗଲା କମ୍ପ୍ୟୁଟର, ବହି ଏବଂ ଆସବାବ ପତ୍ର । ବିଳମ୍ବିତ ରାତି ସାଢ଼େ ଗୋଟାଏରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ଷ୍ଟାଟିଷ୍ଟିକ୍ ଡିପାର୍ଟମେଣ୍ଟରେ ନିଆଁ ଲାଗିବା ଖବର ମିଳିଥିଲା । ନିଆଁ ଲାଗିଥିବା ଖବର... Read More