0 Comment
ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତର ଆଜି ଦ୍ୱିତୀୟ ଦିନ । ଗତ ବୁଧବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଫର୍ଷ୍ଟ ଲେଡି ଜିଲ୍ ବାଇଡେନ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ରାତ୍ରୀ ଭୋଜନର ଆୟୋଜନ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଜିଲ ବାଇଡେନଙ୍କୁ ୭.୫ କ୍ୟାରେଟର ଗ୍ରୀନ ଡାଏମଣ୍ଡ ଏବଂ ଜୋ ବାଇଡେନଙ୍କୁ ଏକ ଚନ୍ଦନ ପେଡ଼ି ଉପହାର ଦେଇଥିଲେ । ଗତକାଲି ବାଇଡେନ ଏବଂ ଫର୍ଷ୍ଟ ଲେଡି ଜିଲ ବାଇଡେନ... Read More