0 Comment
ସମ୍ବଲପୁର : ସମ୍ବଲପୁରରେ ହାତୀ ଆକ୍ରମଣରେ ଆଉ ଜଣଙ୍କର ମୃତ୍ୟୁ । ମୃତ ବ୍ୟକ୍ତି ଜଣଙ୍କ ହେଲେ ଚାରମାଳ ଥାନା ଭଳିଆକଟା ପଞ୍ଚାୟତ ବୁଢୀଖମାର ଗାଁର ରଙ୍କ ଭୂୟାଁ (୬୦) । ସୂଚନା ଯେ, ସମ୍ବଲପୁର ଜିଲା ଚାରମାଳ ଥାନା ଭଳିଆକଟା ପଞ୍ଚାୟତ ବୁଢୀଖମାର ଗାଁର ରଙ୍କ ବୁଧବାର ସକାଳୁ ନିଜ ଆମ୍ବ ବଗିଚାରେ ଆମ୍ବ ଗୋଟାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଖବର ପାଇ... Read More