0 Comment
ମୁମ୍ବାଇ: ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ମିଳିତ ଜାତିସଂଘକୁ ଏକ ଚିଠି ଲେଖି ଜୁନ୍ ୨୦କୁ ‘ବିଶ୍ୱ ବିଶ୍ୱାସଘାତକ ଦିବସ’ ଘୋଷଣା କରିବାକୁ ଦାବି କରିଛନ୍ତି। ଜାତିସଂଘକୁ ଲେଖିଥିବା ଚିଠିକୁ ସଞ୍ଜୟ ରାଉତ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଚିଠିରେ ସେ କହିଛନ୍ତି ଯେ ଜୁନ୍ ୨୦କୁ ‘ବିଶ୍ୱ ବିଶ୍ବାସଘାତକ ଦିବସ’ ଘୋଷଣା କରିବାକୁ ଦାବି କରି ଦଳ ମହାରାଷ୍ଟ୍ରରୁ ଲୋକଙ୍କ ଦସ୍ତଖତ ସଂଗ୍ରହ କରିବ ଓ ତାହାକୁ ଜାତିସଂଘକୁ ପଠାଇବ। ସୂଚନାଯୋଗ୍ୟ ଯେ... Read More